ସାଧାରଣ ବଜେଟରେ ବକ୍ସି ଜଗବନ୍ଧୁଙ୍କୁ ଗୁରୁତ୍ୱ ଦେବା ପ୍ରସଙ୍ଗ : କେନ୍ଦ୍ରର ଘୋଷଣାକୁ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ସ୍ୱାଗତ

20

କନକ ବ୍ୟୁରୋ : ସାଧାରଣ ବଜେଟରେ ବକ୍ସି ଜଗବନ୍ଧୁଙ୍କୁ ଗୁରୁତ୍ୱ ଦେବା ପ୍ରସଙ୍ଗ । କେନ୍ଦ୍ରର ଘୋଷଣାକୁ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ସ୍ୱାଗତ । ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ପାଳନ ଘୋଷଣା ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।

ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖୋର୍ଦ୍ଧାରେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ପାଳନ କରିବା ଏକ ଐତିହାସିକ ପଦକ୍ଷେପ ବୋଲି ବିଶ୍ୱଭୂଷଣ କହିଛନ୍ତି  ।

ଏହାସହ ଦେଖନ୍ତୁ ଏହି ଭିଡିଓ –