ସଚିନ ତେନ୍ଦୁଲକରଙ୍କ ବାୟୋପିକ୍ ‘ସଚିନ୍ ଏ ବିଲିଅନ୍ ଡ୍ରିମ୍ସ’କୁ ନେଇ ପୂର୍ବତନ ସାଥି ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ମଜାଦାର ଟ୍ୱିଟ୍ !

16

କନକ ବ୍ୟୁରୋ : ଲିଜେଣ୍ଡ୍ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବାୟୋପିକ୍ ‘ସଚିନ୍ ଏ ବିଲିଅନ୍ ଡ୍ରିମ୍ସ’କୁ ନେଇ ପୂର୍ବତନ ସାଥି ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ମଜାଦାର ଟ୍ୱିଟ୍ । ବିରୁ ଲେଖିଛନ୍ତି ଯେ ପ୍ରଥମେ ଆପଣଙ୍କ ଆଖ ପାଖ ମନ୍ଦିରରେ ଭଗବାନ ମିଳି ଯାଉଥିଲେ । ଏବେ ଆପଣଙ୍କ ନିକଟସ୍ଥ ସିନେମା ହଲରେ ଭଗବାନ୍ ମିଳିବେ । ନିଜ ଅନ୍ଦାଜରେ ସେହୱାଗଙ୍କ ଟ୍ୱିଟ୍ର ଜବାବ ଦେଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ବୀରୁଙ୍କ ଟ୍ୱିଟ୍ରେ ତାଙ୍କ ବ୍ୟାଟିଂ ଭଳି ଯାଦୁ ଅଛି ବୋଲି ଲେଖିଛନ୍ତି ସଚିନ୍ ।