୧୪ ଅକ୍ଟୋବରରେ ପରଦାକୁ ଆସିବ ଅନ୍ନାଙ୍କ ବାୟୋପିକ୍ ଫିଲ୍ମ

27

annnଏବେ ବଲିଉଡରେ ଚାଲିଛି ବାୟୋପିକ୍ ଫିଲ୍ମର ସମୟ । ଏଥିରେ ସାମିଲି ହୋଇଛି ଅନ୍ନା ହଜାରେଙ୍କ ବାୟୋପିକ୍ ଫିଲ୍ମ । ସମାଜସେବୀ ଅନ୍ନା ହଜାରେଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ “ ଅନ୍ନା : କିସନ ବାବୁରାଓ ହଜାରେ ” ନାମରେ ତିଆରି ଚାଲିଛି ବାୟୋପିକ୍ ଫିଲ୍ମ ।

source- .newsworldindia.in

ଏହି ଫିଲ୍ମ ୧୪ ଅକ୍ଟୋବରରେ ବଡ ପରଦାକୁ ଆସିବ । ଶଶାଙ୍କ ଉଡାପୁରକରଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମରେ ଅନ୍ନାଙ୍କ ପିଲାଦିନ ଠାରୁ ‘ ଇଣ୍ଡିଆ ଏଗେଂଷ୍ଟେ କରପ୍ସନ ’ ଅଭିଯାନ ଯାଏ ଅନ୍ନାଙ୍କ ସଂଘର୍ଷର ଯାତ୍ରାକୁ ଦୃଶ୍ୟାୟନ କରାଯିବ । ଫିଲ୍ମରେ ଶଶାଙ୍କଙ୍କ ସହ ତନୀଷା ମୁଖର୍ଜୀ ମୁଖ୍ୟ ଭୂମିକାରେ ନଜର ଆସିବେ ।