ଚଳନ୍ତା ଗାଡିରେ ଅଗ୍ନିକାଣ୍ଡ

28

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକରେ ଚଳନ୍ତା ଗାଡିରେ ଅଗ୍ନିକାଣ୍ଡ । ରାସ୍ତା ମଝିରେ ଜଳିଗଲା ଦୁଇଚକିଆ ଗାଡି । ଇଣ୍ଡିକେଟର ଅଚାନକ ନିଆଁ ବାହାରି ଏପରି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ତେବେ ଗାଡି ଚାଳକ ସୁରକ୍ଷିତ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଅଚନାକ ଇଂଡିକେଟରରୁ ନିଆଁ ବାହାରିଥିଲା । ଏହାପରେ ପୁରା ଗାଡିଟି ଜଳି ଯାଇଛି ।