ବାଉଁଶରାଣୀରୁ ବିଜୁସେତୁ : ରାଜ୍ୟ ସରକାରଙ୍କ ବିଚିତ୍ର ବ୍ୟବସ୍ଥା

36

ଯାଜପୁର : ଦୁର୍ଗମ ଓ ଅପହଂଚ ଅଂଚଳକୁ ଯୋଡିବାକୁ ସରକାରଙ୍କ ବିଜୁ ସେତୁ ଯୋଜନା । ଆଜି ସଚିବାଳୟରୁ ଆଉ ଶହେଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ସରକାରଙ୍କ ବିଜୁ ସେତୁର ଗ୍ରାଉଣ୍ଡ ରିଆଲିଟି କିନ୍ତୁ ଭିନ୍ନ ଏକ କଥା କହୁଛି । ସାମ୍ନାକୁ ଆସିଛି ଯାଜପୁରର ଏଭଳି ଏକ ଦୃଶ୍ୟ । ୧୨ ଫୁଟ ଦୂରରେ ରହିଛି ଦୁଇ ଦୁଇଟି ପୋଲ । କେଉଁଠି ବର୍ଷା ଆସିଲେ ବାଉଁଶ ରାଣୀ । ତ ଆଉ କେଉଁଠି ଗୋଟିଏ ସ୍ଥାନରେ ସରକାର ତିଆରି କରୁଛନ୍ତି ଦୁଇ ଦୁଇଟି ପୋଲ । ଅଧିକ ତଥ୍ୟ ପାଇଁ ଦେଖନ୍ତୁ ଏହି ଭିଡିଓ :-