ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମନ୍ତ୍ରୀ ! ସେପଟେ ମନ୍ତ୍ରୀ ହେବାରୁ ବାଦ୍ ପଡିଲେ ବିଜୟ ନାୟକ

24

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମନ୍ତ୍ରୀ । ତେବେ ରାଜଭବନ ଅଭିଷେକ ହଲରେ ହେବ ଶପଥ ଉତ୍ସବ । ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ ରାଜ୍ୟପାଳ । ସେପଟେ ମନ୍ତ୍ରୀ ହେବାରୁ ବିଜୟ ନାୟକ ବାଦ୍ ପଡିଥିବା ସୂଚନା ମିଳିଛି । ବିବାଦ ତଥା ଦୃର୍ନୀତି ଅଭିଯୋଗରେ ବାଦ୍ ପଡିଥିବା ସୂଚନା ମିଳିଛି । ତେବେ କନକ ନ୍ୟୁଜରେ ପ୍ରସାରିତ ‘ଅପରେସନ ବ୍ଲାକ୍ ସ୍ପଟ’ରେ ଧରା ପଡିଥିଲେ ବିଜୟ ।