ଓଡିଶାରେ ତୃତୀୟ ସାମୁଖ୍ୟ ସମ୍ଭବ କି ? ଶୁଣନ୍ତୁ ବିଜୟ ମହାପାତ୍ରଙ୍କ ଶାଣିତ ମନ୍ତବ୍ୟ

23

କନକ ବ୍ୟୁରୋ : ମହାନଦୀର ସୁଅ ଭିତରେ ଓଡିଶାରେ ଜନ୍ମ ନେବ କି ତୃତୀୟ ସାମୁଖ୍ୟ । ଛତିଶଗଡ ସରକାର ସହ ଲଢିବାକୁ ବିରୋଧି ରାଜନୈତିକ ଦଳ ଏକାଠି ହେବାପରେ ଏବେ ସାମୁଖ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ ଏହି କଳ୍ପନା ଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଶାଣିତ ମନ୍ତବ୍ୟ । ସେ କହିଛନ୍ତି ଏବେ ପ୍ରସଙ୍ଗ ପାଇଁ ଏକାଠି ହୋଇଛୁ , ଆଗକୁ କଣ ହେବ କହି ହେବନି।