ଲୋକସଭା ନିର୍ବାଚନ ୨୦୧୯ : ବିହାରରେ ୯ ଟି ସିଟରେ ଏନଡିଏ ଆଗୁଆ ! ବେଗୁସରାୟରେ କହ୍ନେୟା କୁମାର ପଛରେ ପଡିଥିବା ବେଳେ ଆଗରେ ରହିଛନ୍ତି ଗିରିରାଜ୍ ସିଂହ

78

ବେଗୁସରାୟରେ କହ୍ନେୟା କୁମାର ତୃତୀୟ ନମ୍ବରରେ ଚାଲୁଥିବା ବେଳେ ଗିରିରାଜ୍ ସିଂହ ପ୍ରଥମ ନମ୍ବରରେ ଚାଲୁଛନ୍ତି । ମୋଟ ୪୦ ଟି ସିଟରୁ ୯ ଟି ସିଟରେ ଏନଡିଏ ଆଗୁଆ । କଣ୍ଟାର ଟକ୍କରରେ ଚାଲିଛି ମତଗଣନା । ୩୩ ମତଦାନ କେନ୍ଦ୍ରରେ ଚାଲିଛି ମତଗଣନା । ଆଜି ୮୦୪୦ ପ୍ରାର୍ଥୀଙ୍କ ଭାଗ୍ୟର ଆଜି ହେବ ପରୀକ୍ଷା ।

Comments are closed.