ପ୍ରକୃତରେ ସର୍ଜିକାଲ ଷ୍ଟ୍ରାଇକ ବାବଦରେ ପ୍ରମାଣ ଦେବାର ଆବଶ୍ୟକତା ରହିଛି କି?

26

ଭାରତ ସରକାରଙ୍କୁ ପ୍ରକୃତରେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦେବା ଦରକାର କି, ଏବଂ କାହିଁକି ଭିନ୍ନ ଭିନ୍ନ ସ୍ତରର ନେତାଗଣ ଏଭଳି ଏକ ଦାବି ଉପସ୍ଥାପନା କରୁଛନ୍ତି । ଓସାମା ବିନ୍ ଲାଦେନକୁ ଯେତେବେଳ ଆମେରିକା ସରକାର ସର୍ଜିକାଲ୍ ଷ୍ଟ୍ରାଇକ କରି ମାରିଥିଲେ, ସେତେବେଳେ କେହି ଭିଡିଓ ପୃଫ୍ ପାଇଁ ଦାବିକରିନଥିଲେ ଏବଂ ସେତେବେଳେ ପୁରା ଆମେରିକା ଏକ ଥିଲା । କାହିଁକି ଆଜି ଏମିତି ଏକ ପରିସ୍ଥିତି ଉପୁଜିଛି ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଅଲଗା ଅଲଗା ସ୍ୱରରେ ତାଙ୍କର ବକ୍ତବ୍ୟ ରଖୁଛନ୍ତି,ଏବଂ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ ଫୁଟେଜ ଦାବି କରୁଛନ୍ତି । ଏହି ଚର୍ଚ୍ଚିତ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍