ସ୍ତ୍ରୀ ହେବ ସୀତା ପରି?

26

ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଚନ୍ଦ୍ର ଙ୍କୁ ଶ୍ରେଷ୍ଠ ପୁରୁଷ ଏବଂ ସୀତାଙ୍କୁ ଶ୍ରେଷ୍ଠ ନାରୀ ବୋଲି ହିନ୍ଦୁଧର୍ମ ଗ୍ରହଣ କରିଛି । ୨୦୧୬ ମସିହାରେ ସୀତା ଭାରତୀୟ ନାରୀଙ୍କ ପାଇଁ ଏବଂ ରାମଚନ୍ଦ୍ର ଭାରତୀୟ  ପୁରୁଷଙ୍କ ପାଇଁ ଆଦର୍ଶ ହୋଇପାରିବେ କି? ଏ ପ୍ରଶ୍ନ କାହିଁକି ଉଠୁଛି , ସୀତା ସେହି ଆଦର୍ଶ କୁ ପ୍ରତିନିଧିତ୍ୱ କରୁଛନ୍ତି, ଜଣେ ସ୍ତ୍ରୀ ଯେତେ ପ୍ରଭାବିତ ହେଲେ ବି ,କି ଯେତେ କ୍ଷତିଗ୍ରସ୍ତ ହେଲେ ବି କେବେ ସ୍ୱାମୀଙ୍କ ବିରୋଧରେ ପଦେ କଥା କହିପାରେନି । ଏସବୁ ବିତର୍କିତ ପ୍ରସଙ୍ଗ ଉପରେ ଦେଖନ୍ତୁ କନକ ନ୍ୟୁଜ୍ ର ବିଗ୍ ଡିବେଟ୍  :-