ଚାଉଳ ଚକମା

18

ରାଜ୍ୟ ରାଜନୀତିରେ ଗହମ ଓ ଚାଉଳ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଜାନୁୟାରୀ ମସରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚିଠି ଦିଆନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ଦୃଷ୍ଟିକୋଣରୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ , ଏବଂ ଶେଷରେ ରାଜ୍ୟ ସରକାରଙ୍କର ଦାବୀ ଅନୁସାରେ ଓଡିଶାକୁ ଗହମ ଓ ଚାଉଳ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ୍ ନିଷ୍ପତି ନିଆଯାଇଥିବା ଗଣମାଧ୍ୟମରେ ଘୋଷଣା କରିଥିଲେ । କିନ୍ତୁ ଏତିକିରେ ବିବାଦ କମିନଥିଲା,ଏଇ ଗହମ ରାଜନୀତିର ଗହନ କଥାକୁ ନେଇ ରାଜ୍ୟ ରାଜନୀତି ରେ ବିଭିନ୍ନ ଆଲୋଚନା ଏବଂ ପର୍ଯ୍ୟାଲୋଚନା ଚାଲିଥିଲା, ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍:-