ପାଜେରୋ ପଲିଟିକ୍ସ

22

ଗତ କିଛିଦିନ ହେଲା ପାଜେରୋ ପଲିଟିକ୍ସ କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଭିନ୍ନ ତର୍କ, ବିତର୍କ ଓ ଚର୍ଚ୍ଚା ଚାଲିଛି ଏହି କଥାକୁ ନେଇ  । ବିଭିନ୍ନ ରାଜନୈତିକ ଦଳର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ପାଜେରୋ ପଲିଟିକ୍ସ କୁ ନେଇ  ସବିଷେସ ଚର୍ଚ୍ଚା ଦେଖନ୍ତୁ କନକ ନ୍ୟୁଜ ର ବିଗ୍ ଡିବେଟ୍ ଏହି ଭିଡିଓ ରେ:-