ମଣିମା ଶୁଣିମା ହେଉ ଏମ୍ ଏଲଏ ଡାକ

26

ଓଆରଭି ଆକ୍ଟ କାର୍ଯ୍ୟକାରୀ କରିବା ଉଦେଶ୍ୟରେ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତିର ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଥିଲେ । ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଏକ ଅଭିନବ ଢଙ୍ଗରେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି । ପ୍ରଥମେ ଭିକ୍ଷା ମାଗିବା ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାବି ଉପସ୍ଥାପନ କରିଥିଲେ ଅନଶନରତ ବିଧାୟକମାନେ । ଏହାପରେ ଲମ୍ବ ହୋଇ ଜଣକ ପରେ ଜଣେ ବିଧାୟକ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ । ବିଧାନସଭା ଭିତରେ ଆଗରୁ ଏମିତି ଦୃଶ୍ୟ କେବେ ଦେଖିବାକୁ ମିଳିନଥିଲା । ବିଧାନସଭା ଭିତରେ ପ୍ରକୃତରେ ବିଧାୟକ ମାନଙ୍କର ଏମିତି ଆଚରଣ କରିବା କେତେଦୂର ଯୁକ୍ତିଯୁକ୍ତ, ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍ :-