ବିବାଦରେ ବିଚାରପତି

17

ଲୋଭ ଖାଇଗଲା ସରକାର କଣ କରିବେ? ଚିଟଫଣ୍ଡ କମିଶନଙ୍କ ଏହି ବିବାଦୀୟ ମତ କେବଳ ଭାଇରାଲ ହୋଇନାହିଁ, ବିବାଦର ପାହାଡ ମଧ୍ୟ ଛିଡା କରିଛି । ଏହାକୁ ନେଇ ଚିଟଫଣ୍ଡ ତାତି ବର୍ତମାନ ରାଜ୍ୟ ରାଜନୀତି କୁ ଏକପ୍ରକାର ସରଗରମ କରିଛି । ଜଷ୍ଟିସ୍ ଏମ.ଏମ. ଦାସଙ୍କ ମନ୍ତବ୍ୟ ପୁରା ପରିସ୍ଥିତି କୁ ବଦଳାଇ ଦେଇଛି । କିନ୍ତୁ  ଜଷ୍ଟିସ୍ ଦାସ କହିଛନ୍ତି ମୁଁ ଏହା କମିଶନ ଭାବରେ ନୁହେଁ ,ଜଣେ ଅବସରପ୍ରାପ୍ତ ବିଚାରପତି ଭାବରେ କହିଛି । ଜଷ୍ଟିସ୍ ଦାସ ବିଜୁଜନତା ଦଳର ଲିଗାଲ ସେଲ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ବର୍ତମାନ ଶାସକ ଦଳ ର ଆଭିମୁଖ୍ୟ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟିକରିଛିି । ଜଷ୍ଟିସ୍ ଦାସ ସରକାରଙ୍କୁ ଏକରକମ କ୍ଲିନଚିଟ୍ ଦେଉଛନ୍ତି ଯେ ସରକାର ଏଥିରେ କଣ କରିବେ ? ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍ :-