ଜରାଜୀର୍ଣ୍ଣ ଜଗାର ଜଗମୋହନ

20

ଜଗମୋହନ କୁ ନେଇ ଏବେ ଦିଲ୍ଲୀ ଠାରୁ ପଲ୍ଲୀ ସବୁଠାରେ ଚର୍ଚ୍ଚା । ଏହି ପ୍ରସଙ୍ଗ କୁ ନେଇ ରାଜନୀତି ଏବେ ଜୋର ଧରୁଛି ସତ କିନ୍ତୁ ଏହା ସହିତ ଲୋକଙ୍କ ମାନସିକତା ଓ ଭାବାବେଗ ମଧ୍ୟ ଜଡିତ ହୋଇ ରହିଛି । ସମସ୍ୟାକୁ ନେଇ ସବୁଠାରେ ଉଦବେଗ ,କିନ୍ତୁ ଏହାସହିତ ରାଜନୀତି ମଧ୍ୟ ଯୋଡି ହୋଇଯାଉଛି । ଚାରିକୋଟି ଓଡିଆଙ୍କ ଆରାଧ୍ୟ ଦେବତାଙ୍କ ବାସକୁ କିଏ କରିବ ଠିକ?କାହାର ରହିଛି କେତେ ଆନ୍ତରିକତା, ସତେ ଯେମିତି ପ୍ରତିଯୋଗିତା ଲାଗିରହିଛି , ଏବଂ ଶ୍ରେୟ ନେବାକୁ ସମସ୍ତେ ଆଗଭର , କିନ୍ତୁ ଦୋଷ ମୁଣ୍ଡାଇବାକୁ କେହି ପ୍ରସ୍ତୁତ ନୁହଁନ୍ତି । କାରଣ ପ୍ରସଙ୍ଗ ସହ ଯୋଡି ହୋଇ ରହିଛି ଭୋଟ୍ ବ୍ୟାଙ୍କ । ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍: