ପୂଜା ଚାନ୍ଦା ନା ଦାଦା ବଟି

2

ଏବେ ଦଶହରାର ମାହୋଲ । ମା’ ଦୁର୍ଗାଙ୍କର ପୂଜାର ପାର୍ବଣକୁ ଧୁମଧାମରେ ପାଳିବା ପାଇଁ ସବୁଆଡେ ସାଜସଜ୍ୟାର ସମ୍ଭାର । ଆଉ ଏହାରି ଭିତରେ ଜୋରଜବରଦସ୍ତ ନାଲି ଆଖି ଦେଖାଇ ଚାନ୍ଦା ଆଦାୟ ହେଉଛି । ଏହି ଅଭିଯୋଗକରିଛନ୍ତି ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ।

ଏଠି ପ୍ରଶ୍ନ ଉଠୁଛି ଲୋକମାନେ ସ୍ୱତଃପ୍ରବୃତ ଭାବେ ଚାନ୍ଦା ଦେଉଛନ୍ତି ନା ଏମିତି ଜୋରଜବରଦସ୍ତ ଚାନ୍ଦା ଆଦାୟ ହୁଏ । ଏହି ଭଳି ଏକ ପ୍ରସଙ୍ଗକୁ ନେଇ ବିଗ୍ ଡିବେଟରେ ଦେଖନ୍ତୁ “ ପୂଜା ଚାନ୍ଦା ନା ଦାଦା ବଟି ”।

Comments are closed.