ବିଜେପି ମିଶନ ୨୦୧୯

20

ଏବେ ସମସ୍ତଙ୍କ ନଜର ବିଜେପି ଉପରେ । ୨୦୧୫ରୁ ୨୦୧୬ ମସିହା ମଧ୍ୟରେ ଚାରି ଚାରି ଥରି ଓଡିଶାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ୱରରେ ଆୟୋଜିତ ବିକାଶ ଉତ୍ସବ ପରେ ଏବେ ଓଡିଶାକୁ ଆସୁଛନ୍ତି ୭ ଜଣ ବରିଷ୍ଠ କେନ୍ଦ୍ରମନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ ଆଗାମୀ ୨୫ ଦିନ ଭିତରେ ୭ଜଣ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସିବେ । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀମାନେ ମୋଦି ମନ୍ତ୍ର ଦେବେ ଏବଂ ବିକାଶର କଥା କହିବେ । ସବୁଠୁ ବଡ କଥା ହେଲା କେନ୍ଦ୍ର ମନ୍ତ୍ରୀମାନେ ଯେଉଁ ବିକାଶର କଥା କହିବେ ତାକୁ ଲୋକମାନେ ଗ୍ରହଣ କରିବେ ନା ୧୬ ବର୍ଷ ଧରି ରାଜ୍ୟରେ ଯେଉଁ ସରକାର ଅଛି ତା ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିବେ । ଏଭଳି ତମାମ ପ୍ରସଙ୍ଗ ଉପରେ ଜାଣିବା ପାଇଁ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ :