ଷଡଯନ୍ତ୍ରକୁ ଚାରି ବର୍ଷ

21

ଷଡଯନ୍ତ୍ରକୁ ଚାରି ବର୍ଷ । ଆଜିକୁ ୪ ବର୍ଷ ତଳେ ମେ ୨୯ ତାରିଖରେ ଓଡିଶାର ରାଜନୈତିକ ଇତିହାସରେ ଏକ ବଡ ଧରଣର ହଲଚଲ ହୋଇଥିଲା । କୁହାଗଲା, ସରକାର ଅପହରଣ କରିନେବାକୁ ଚେଷ୍ଟା କରିଥିଲେ ପ୍ୟାରୀ । ସେପଟେ ଚାଲିଥିଲା ପ୍ୟାରୀଙ୍କ ଘରେ ବୈଠକ ଏପଟେ ନବୀନ ନିବାସରେ ଚାଲିଲା ମୁକାବିଲାର ରଣନୀତି । ତାପରେ କଣ ଘଟିଲା ତାହା ସମସ୍ତେ ଜାଣନ୍ତି କିନ୍ତୁ ପ୍ରକୃତରେ ସେ ଦିନ ପ୍ୟାରୀଙ୍କ ଘରେ କଣ ଚାଲିଥିଲା ତାହା ଏବେବି ସବୁଠାରୁ ବଡ ରହସ୍ୟ । ଏମିତି ତମାମ ପ୍ରସଙ୍ଗ ଉପରେ ଜାଣିବା ପାଇଁ ଦେଖିବା ବିଗ୍ ଡିବେଟ୍ :ଷଡଯନ୍ତ୍ରକୁ ଚାରି ବର୍ଷ