ପପୁ ପମପମ କାଷ୍ଟିଂ କାଉଚ୍ ମାମଲା : ସହଜ ଥିଲା ଡିଲ୍ ହେଲେ ଜଟିଳ ହେଉଛି ବେଲ୍

43

ପପୁ ପମପମ କୁ ମିଳିବ କି ବେଲ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପପୁ ପମପମ ଗିରଫ ହେବା ପରେ ସବୁଦିନ କିଛି ନା କିଛି ରୋଚକ ତଥ୍ୟ ସାମ୍ନା କୁ ଆସୁଛି । କିଏ ସତ କହୁଛି କିଏ ମିଛ କହୁଛି ପ୍ରକୃତରେ ପପୁ କରିଥିଲେ କି ୧୫ ଲକ୍ଷର ଡିଲ୍ ସିଡବ୍ଲୁସି ସଦସ୍ୟାଙ୍କ ଆଗରେ ପୀଡିତା ନାବାଳିକା ଯେଉଁ ମୈାଖିକ ବୟାନ ରଖିଥିଲେ ଆଉ ଯେଉଁ ୧୫ ଲକ୍ଷ ଯଚାଯିବାର କଥା କହୁଥିଲେ , କିଏ କାହିଁକି କେମିତି କେବେ ଏହି ଟଙ୍କା ଯାଚିଥିଲେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ପ୍ରକୃତରେ ପପୁଙ୍କୁ ନେଇ ଏବେ ଆଇନଗତ ପ୍ରକ୍ରିୟା ଜଟିଳ ହେବାରେ ଲାଗିଛି ଏହାରି ଭିତରେ କଂପ୍ରମାଇଜ୍ ପିଟିସନ୍ ର କଥା ବି ସାମ୍ନାକୁ ଆସିଛି । ଆଇନ ବିଶାରଦ ମାନେ ମଧ୍ୟ ଏହାକୁ ନେଇ ନିଜର ମତ ରଖିଛନ୍ତି । ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍ :