ପପୁ ପମପମ କାଷ୍ଟିଂକାଉଚ୍ ମାମଲାରେ ନୂଆ ମୋଡ : କମ୍ପ୍ଲେନ୍ ପରେ କମ୍ପ୍ରୋମାଇଜ୍

17

ଅଭିଯୋଗ ଆଣିଲେ, ବଦନାମ୍ କଲେ ପୁଣି ଖସାଇ ଦେବାକୁ ନିବେଦନ । ପପୁ ପମ୍ ପମଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗର ଆସିଛି ନାଟକୀୟ ମୋଡ । ଅଭିଯୋଗ ଆଣିଥିବା ନାବାଳିକାଙ୍କ ବାପା ଆଜି କୋର୍ଟରେ କମ୍ପ୍ରୋମାଇଜ୍ ପିଟିସନ୍ ଦାଖଲ କରିଛନ୍ତି । ଏଥିରେ କୁହାଯାଇଛି, ଏହି ଅଭିଯୋଗ ନେଇ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇସାରିଛି । ଏବଂ ପପୁଙ୍କୁ ଜାମିନ ଦେବା ପାଇଁ ଏଥିରେ ଅନୁରୋଧ କରାଯାଇଛି । ପ୍ରଶ୍ନ ଉଠୁଛି, ପୀଡିତାଙ୍କ ବାପା ଓ ପପୁ ପମପମଙ୍କ ମଧ୍ୟରେ କଣ ଏମିତି ହେଲା ଯେ, ଏବେ ବଡ ଭୁଲକୁ କ୍ଷମା ଦେବାକୁ ବାପା ଆଗେଇ ଆସିଲେ । କୁହାଯାଉଛି, ଏହା ପଛରେ ଏକ ବଡ ଧରଣର ସଲାସୁତୁରା ହୋଇଛି । ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍