ଯୁକ୍ତ ଦୁଇ ମୂଲ୍ୟାୟନରେ ତ୍ରୁଟି : ଭୂଲ କାହାର ଭୋଗୁଛି କିଏ

26

ଯୁକ୍ତ ଦୁଇ ମୂଲ୍ୟାୟନରେ ତ୍ରୁଟି ଏବେ ପଦାରେ ପଡିଛି । ସାମ୍ନାକୁ ଆସିଛି ଏଭଳି ଏକ ଦସ୍ତାବିଜ୍ ଯାହା କନକ ନ୍ୟୁଜ୍ ହାତରେ ଲାଗିଛି । ଆଜିର ବିଗ୍ ଡିବେଟରେ ଆଲେଚନାର ବିଷୟ ରହିବ ମୂଲ୍ୟାୟନରେ ଏମିତି ବିଭ୍ରାଟ କାହିଁକି ହେଉଛି, ଯେତେବେଳେ ଜଣେ ଛାତ୍ର ସଂଘର୍ଷ କରୁଛି, ସେହି ସମୟରେ ସିଏଚଏସଇ ଠିକ୍ ଭାବରେ ମୂଲ୍ୟାୟନ ନକରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛି । ଏହି ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍ :