ୟୁନିଟ ୮ ଅଂଚଳରେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର ! କାରଣ ଅସ୍ପଷ୍ଟ

1

କନକ ବ୍ୟୁରୋ : ଭୁବନେଶ୍ୱର ୟୁନିଟ ୮ ଅଂଚଳରେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର , ମୃତ ଛାତ୍ର ସୁରଜ କୁମାର ବାରିକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେ କଷ୍ଟିଂ ପାଠ ପଢୁଥିବା ବେଳେ ଏକ ପ୍ରାଇଭେଟ କଂପାନୀରେ ଚାକିରି କରୁଥିଲେ । ତେବେ ତାଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

Comments are closed.