ଭୁବନେଶ୍ୱର ନୟାପଲ୍ଲୀ ସିମ୍ସରେ ଛାତ୍ରୀ ଅଶାନ୍ତି : ଆଡମିଟ କାର୍ଡ ନପାଇ ପରୀକ୍ଷାରୁ ବଂଚିତ ଜିଏନଏମ ପ୍ରଥମ ବର୍ଷ ଛାତ୍ରୀ

24

ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀ ସିମ୍ସରେ ଛାତ୍ରୀ ଅଶାନ୍ତି । ଆଡମିଟ କାର୍ଡ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଡମିଟ କାର୍ଡ ନଥିବାରୁ ଜିଏନଏମ ପ୍ରଥମ ବର୍ଷ ପରୀକ୍ଷାରୁୁ ବଂଚିତ ହୋଇଛନ୍ତି । ଫଳରେ ଆଡମିଟ କାର୍ଡ ପାଇନଥିବା ପରୀକ୍ଷାର୍ଥୀ ଆଡମିଟ କାର୍ଡ ପାଇଥିବା ଛାତ୍ରୀଙ୍କୁ ତାଲା ପକାଇଥିଲେ । ଫଳରେ କଲେଜରେ ଉତେଜନା ଦେଖାଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –