ଭୁୁବନେଶ୍ୱର : ରସୁଲଗଡ ଫ୍ଲାଏ ଓଭରରେ ୧୦ ଚକିଆ ମାର୍ବଲ ବୋଝେଇ ଟ୍ରକକୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ ଦୁଇ ମୃତ

38

କନକ ବ୍ୟୁରୋ : ରସୁଲଗଡ ଛକରେ ଦୁର୍ଘଟଣା । ଫ୍ଲାଏ ଓଭରରେ ୧୦ ଚକିଆ ମାର୍ବଲ ବୋଝେଇ ଟ୍ରକକୁ ଧକ୍କା ଦେଇଛି ହାଇୱା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ହାଇୱା ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-