ଭୁବନେଶ୍ୱର : ଲକ୍ଷ୍ମୀସାଗର ଠାରେ ଏକ ଖୋଲା ପଡିଆରେ ଜୁଆ ଖେଳ ଚାଲୁଥିବା ବେଳେ ପୋଲିସର ଛଢ଼ଉ, ୬ ଗିରଫ

35

କନକ ବ୍ୟୁରୋ : ଭୁବନେଶ୍ୱର ଲକ୍ଷ୍ମୀସାଗର ଠାରେ ଏକ ଖୋଲା ପଡିଆରେ ଜୁଆ ଖେଳ ଚାଲୁଥିବା ବେଳେ ପୋଲିସ ଖବର ପାଇଥିଲା । ଆଉ କମିଶନରେଟ ପୋଲିସର ଛଢ଼ଉ ଫଳରେ ଛଅଜଣ ଜୁଆ ଖେଳାଳିଙ୍କୁ ଗିରଫ କରିଛି ପୋଲିସ । ଏଠାରୁ ପୋଲିସ ୯୧ ହଜାର ୩୩୦ ଟଙ୍କା ସହିତ ଦୁଇଟି ବାଇକ ଓ ଗୋଟେ ମାରୁତି ଭ୍ୟାନ ଓ ୬ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।