ଭୁବନେଶ୍ୱରରେ ପାଳନ ହେଲା ନାବାର୍ଡ଼ର ୩୬ତମ ପ୍ରତିଷ୍ଠା ଦିବସ !

34

କନକ ବ୍ୟୁରୋ : କୃଷି ଓ ଗ୍ରାମାଚଂଳ ବିକାଶ ଜାତୀୟ ବ୍ୟାଙ୍କ୍ ବା ନାବାର୍ଡ଼ର ୩୬ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ ହୋଇଛି । ଏହି ପ୍ରତିଷ୍ଠା ଦିବସ ଉତ୍ସବରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମେତ ନାବାଡର ବରିଷ୍ଠ ଅଧିକାରୀ ଏବଂ କର୍ମକର୍ତା ଯୋଗ ଦେଇଥିଲେ । ଏହି ଅବସରରେ ନାବାଡ ଜରିଆରେ କାର୍ଯ୍ୟକରୁଥିବା ବିଭିନ୍ନ ସଂସ୍ଥା ଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା ।