ନିଆଁଖୁଂଟା ମୁଖ୍ୟ ଓ ଛାତ୍ର କଂଗ୍ରେସ ସଭାପତିଙ୍କ ହେବ ବୟାନ ରେକର୍ଡ : ଡିସିପି ସତ୍ୟବ୍ରତ ଭୋଇଙ୍କ ସୂଚନା

25

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମେୟରଙ୍କ ନାଁରେ ଯୌନ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗରେ ନିଆଁଖୁଂଟା ମୁଖ୍ୟ ଓ ଛାତ୍ର କଂଗ୍ରେସ ସଭାପତିଙ୍କ ହେବ ବୟାନ ରେକର୍ଡ । ୧୬୧ ଧାରା ଅନୁସାରେ ଉଭୟଙ୍କ ବୟାନ ରେକର୍ଡ କରାଯିବ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

ଏପରିକି ଇତିଶ ପ୍ରଧାନଙ୍କ ପ୍ରେସମିଟ ଭିଡିଓ ପୁଲିସ ଯାଂଚ କରିବ । ଏହା ସହ ଭିଜୁଆଲ ବନ୍ଦ କରିବାକୁ ୟୁ ଟ୍ୟୁବକୁ କମିସନରେଟ ପୁଲିସ ପକ୍ଷରୁ ଚିଠି ଲେଖାଯାଇଥିବା ଡିସିପି ସୂଚନା ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –