ଭୁବନେଶ୍ୱର ଭସାଣ : ଦୟା ଓ କୁଆଖାଇ ନଦୀରେ ମୂର୍ତି ବିସର୍ଜନ ପାଇଁ ବ୍ୟବସ୍ଥା

22

ଭୁବନେଶ୍ୱର : ଭୁବନେଶ୍ୱର ଭସାଣ । ଦୟା ଓ କୁଆଖାଇ ନଦୀରେ ମୂର୍ତି ବିସର୍ଜନ ପାଇଁ ବ୍ୟବସ୍ଥା । ଭସାଣ ଉତ୍ସବରେ ସାମିଲ ଭୁବନେଶ୍ୱରର ୧୭୭ ମେଢ  । ରାତି ୧୨ଟା ସୁଦ୍ଧା ସରିବ ଭସାଣ ପର୍ବ । ଶୋଭାଯାତ୍ରାରେ ସାଉଣ୍ଡ ୫୮ ଡେସିବେଲ ରଖିବାକୁ ନିର୍ଦେଶ ।