ଖୋର୍ଦ୍ଧାରେ ବେଧଡକ ମାଦକ ଦ୍ରବ୍ୟ କାରବାର ! ସାମନ୍ତରାପୁର ଅଂଚଳରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

25

କନକ ବ୍ୟୁରୋ : ଖୋର୍ଦ୍ଧା ସାମନ୍ତରାପୁର ଶାଗୁଆନ ବଗିଚା ଅଂଚଳକୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଅବକାରୀ ବିଭାଗର ଚଢାଉ ବେଳେ ଏହି ବ୍ରାଉନସୁଗାର ଧରାପଡିଛି । ଏଥିସହିତ ଘଟଣାସ୍ଥଳରୁ ୨ ଲକ୍ଷ ଟଙ୍କା ସହ ମାଉଜର ଓ ଗୁଳି ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ତେବେ ଏହି କାରବାରରେ ସଂପୃକ୍ତ ଜଣକୁ ଗିରଫ କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-