ରିଓ ଅଲିମ୍ପିକ୍ସରେ ଓଡିଶାର ୬ଜଣ ପ୍ରତିଯୋଗୀ : ଶୁଭେଚ୍ଛା ବାର୍ତା ଦେଲେ ଭୁବନେଶ୍ୱର ବ୍ଲୁଜୁମ-ସ୍କୁଲର ଛାତ୍ରଛାତ୍ରୀ

25

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଅଲିମ୍ପିକ୍ସରେ ଓଡିଶାର ୬ଜଣ ପ୍ରତିଯୋଗୀଙ୍କୁ ଭୁବନେଶ୍ୱରର ବ୍ଲୁଜୁମ-ସ୍କୁଲ ପକ୍ଷରୁ ଶୁଭେଚ୍ଛା ବାର୍ତା ଦିଆଯାଇଛି । ଛାତ୍ରଛାତ୍ରୀମାନେ ୬ଜଣଙ୍କ ପରିଶ୍ରମ ସାର୍ଥକ ହେବା ସହ ସ୍ଲୋଗାନ ଜରିଆରେ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ସେହିପରି କବିତା ଓ ଗୀତ ମାଧ୍ୟମରେ ପ୍ରତିଯୋଗୀଙ୍କୁ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍ତି ।