ବିଏସଏନଏଲରେ ବାହାରି ଯାଇଛି ନିଯୁକ୍ତି ସୁଯୋଗ ! ଇଚ୍ଛୁକ ପ୍ରାର୍ଥୀ ଏଭଳି ଉପାୟରେ ଆବେଦନ କରନ୍ତୁ ।

49

ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ରେ ଚାକିରୀ କରିବାକୁ ଚାହୁଁଥିଲେ,ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି ।

ପଦବୀ : ଜୁନିଅର୍ ଟେଲିକମ୍ ଅଫିସର୍(JTO)

ପଦ ସଂଖ୍ୟା : ୧୯୮

ଯୋଗ୍ୟତା : ଉପଯୁକ୍ତ ପ୍ରାର୍ଥୀ ଯେକୌଣସି ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରେ ବି.ଇ ଏବଂ ବି.ଟେକ୍ ଡିଗ୍ରୀ ହାସଲ କରିବା ଆପଶ୍ୟକ ।

ଦରମା : ୧୬,୪୦୦ ରୁ ୪୦,୫୦୦ ଟଙ୍କା ।

ବୟସ ସୀମା : ବିଏସଏନଏଲ ନିୟମ ଅନୁସାରେ ବୟସସୀମାକୁ ନିର୍ଣ୍ଣୟ କରାଯିବ ।

ଆବେଦନର ଅନ୍ତିମ ତାରିଖ : ଏ ପର୍ଯ୍ୟନ୍ତ ଏହାର ଅନ୍ତିମ ତାରିଖ ବିଷୟରେ ଜଣାପଡିନାହିଁ ।

ଚୟନ ପ୍ରକ୍ରିୟା : ଗେଟ୍ ୨୦୧୯ ସ୍କୋର ଏବଂ ସାକ୍ଷାତକାର ଆଧାରରେ ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ କରାଯିବ ।

କିଭଳି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ www.bsnl.co.in ୱେବସାଇଟ୍ କୁ ଯାଇ ଆବେଦନ କରନ୍ତୁ ।