ଭଞ୍ଜନଗରରେ ଅଜଣା ଜନ୍ତୁର ଆତଙ୍କ ! ୧୨ଟି ମେଣ୍ଢାର ମୃତ୍ୟୁ

28

କନକ ବ୍ୟୁରୋ : ନିଆଳି, ଜଗତସିଂପୁର, ମହାକାଳପଡା ପରେ ଭଞ୍ଜନଗରରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି । ଅଜଣା ଜନ୍ତୁର ଆକ୍ରମଣ ୧୨ଟି ମେଣ୍ଢାର ମୃତ୍ୟୁ ଘଟିଛି । ନିଆଳି ଘଟଣା ସହିତ ଏହି ଘଟଣାର ସାମଞ୍ଜସ୍ୟ ଥିବା କହିଛନ୍ତି ସ୍ଥାନୀୟ ଲୋକ କହିଛନ୍ତି ।

ଅଜଣା ଜନ୍ତୁ ସମାନ ଢ଼ଙ୍ଗରେ ମେଣ୍ଢାର ତଂଟି କଣାକରି ସମସ୍ତ ରକ୍ତ ଶୋଷି ନେବା ସହିତ ପେଟ ଚିରି କଲିଜା ଖାଇଯାଇଥିବା ଦେଖିବାକୁ ମିଳିଛି । ଭଞ୍ଜନଗର ବଡପଥର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ଦେଖନ୍ତୁ ଏହି ଭିଡ଼ିଓ –