ପୁଣି କାନ୍ଧରେ ବୁହା ହେଲା ଶବ : ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡ଼ି ନମିଳିବାରୁ ମା ଶବ କାନ୍ଧରେ ବୋହିନେଲା ପୁଅ

36

କନକ ବ୍ୟୁରୋ : ପୁଣି କାନ୍ଧରେ ବୁହାହେଲା ଶବ । ମା ଶବକୁ କାନ୍ଧରେ ବୋହି ବୋହି ନେଇଛି ପୁଅ । ଆମ୍ବୁଲାନ୍ସ  କି ମହାପ୍ରୟାଣ ଗାଡ଼ି ନମିଳିବାରୁ ଶେଷରେ ମା’ର ଶବକୁ ବାଉଂଶରେ ବାନ୍ଧି କାନ୍ଧରେ ବୋହିଲା ପୁଅ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର ସୋରଡ଼ା ମେଡ଼ିକାଲରେ । ସୋରଡା ମେଡିକାଲରୁ ସୋରିଷବିଲି ଗାଁ ଯାଏ ମା’ର ମୃତଦେହକୁ ବୁହାହୋଇ ନିଆଯାଇଛି ।

ଦେଖନ୍ତୁ ଏହି ଭିଡ଼ିଓ –