ଭଦ୍ରକ ହିଂସାକାଣ୍ଡ ଘଟଣାରେ ବଜରଙ୍ଗ କର୍ମୀଙ୍କୁ ଗିରଫ କଲା ପୁଲିସ ! ଲୋକଙ୍କୁ ଏକାଠି କରି ଉସକାଇବା ଅଭିଯୋଗରେ ଗିରଫ

42

କନକ ବ୍ୟୁରୋ : ଭଦ୍ରକ ହିଂସାକାଣ୍ଡ ଘଟଣାରେ ଆଉ ଜଣକୁ ଗିରଫ କରିଛି ଟାଉନ ଥାନା ପୁଲିସ । ବଜରଙ୍ଗ ଦଳ ସଂଯୋଜକ ମାନସ ମହାନ୍ତିଙ୍କୁ ଗିରଫ କରାଯାଇଛି । ଲୋକଙ୍କୁ ଏକାଠି କରି ହିଂସାକାଣ୍ଡକୁ ଉସକେଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।