ଭଦ୍ରକରେ ଦଙ୍ଗା ! କର୍ଫ୍ୟୁ ଜାରି କଲା ପ୍ରଶାସନ

25

କନକ ବ୍ୟୁରୋ : ପଡୁଛି ବୋମା । ଜଳୁଛି ଦୋକାନ ବଜାର । କଚେରୀ ,ବାଇପାସରେ ଭଙ୍ଗାରୁଜା ସହ ଲଙ୍କାକାଣ୍ଡ । ଦଙ୍ଗାସ୍ଥଳରୁ କନକ ନ୍ୟୁଜକୁ ସୂଚନା ଦେଲେ ଦଙ୍ଗା ପୀଡିତ । ସନ୍ତିଆ ଛକ ନିକଟରେ ଥିବା ହନୁମାନ ମନ୍ଦିର ଭଙ୍ଗାରୁଜା ।

କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତରେ ମଧ୍ୟ ଲାଗିଲା ରୋକ । କ୍ରିଷ୍ଣାପାଲ ଗୁଜର କାଲି ଯାଇଥାନ୍ତେ ଭଦ୍ରକ । ଦଙ୍ଗା ନେଇ ଭଦ୍ରକକୁ ନଯିବାକୁ ଓଡିଶା ପୁଲିସ କରିଛି ଅନୁରୋଧ ।