ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ !

36

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକରେ ବିରୋଧ ପ୍ରଦର୍ଶନ କରାଯାଇଛି । ନବୀନ ପଟ୍ଟନାୟକ ନୂଆବାଜରରେ ଲୋକଙ୍କୁ ଭେଟିବା ପରେ ଚନ୍ଦନବଜାରରେ ପହଂଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଓ ଚୁଡି ପ୍ରଦର୍ଶନ କରାଯାଇଛି । ଚନ୍ଦନବଜାରରେ ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ସ୍ଥାନୀୟ ଲୋକ କଳାପତାକା ପ୍ରଦର୍ଶନ କରିଛନ୍ତି ।