ଭଦ୍ରକରେ ଖାକିର ଦାଦାଗିରି ! ବାସୁଦେବପୁରରେ ବାପା ଓ ପୁଅଙ୍କୁ ଅଟକାଇ ମାଡ ମାରିବା ସହ ଟଙ୍କା ଛଡାଇ ନେଲା ପୁଲିସ

32

କନକ ବ୍ୟୁରୋ: ଭଦ୍ରକ ବାସୁଦେବପୁର ପୋଲିସର ଗୁଣ୍ଡାଗିରି । ଭଦ୍ରକ ଷ୍ଟେସନରୁ ବାସୁଦେବପୁର ଚିରାଲକୁ ଫେରୁଥିବା ସମୟରେ ବେତଡା ଛକ ନିକଟରେ ପୋଲିସର ଗୁଣ୍ଡାଗିରି ପଦାରେ ପଡିଛି । ପୋଲିସ, ବାପା ଓ ପୁଅଙ୍କୁ ଅଟକାଇ ଟଙ୍କା ଛଡାଇବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଉଭୟ ଘଟଣାର ତଦନ୍ତ ଲାଗି ଏସପିଙ୍କୁ ଅନୁରୋଧ କରିଛନ୍ତି । ଏସପି ଅନୁପ ସାହୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।