ଭାରତର ବେଷ୍ଟ କଲେଜ ! ଜାଣନ୍ତୁ କେଉଁ କଲେଜ କେଉଁ ବିଷୟ ପାଇଁ ପ୍ରସିଦ୍ଧ ।

53

ବର୍ତ୍ତମାନ ଛାତ୍ରଛାତ୍ରୀ ଏବଂ ବାପା ମା’ଙ୍କ ମଧ୍ୟରେ ପିଲାମାନଙ୍କ କ୍ୟାରିୟରକୁ ନେଇ ହଜାରେ ପ୍ରଶ୍ନ ଉଙ୍କି ମାରୁଥିବ । ପ୍ରତି ଘରେ ଚାହାନ୍ତି ତାଙ୍କ ପୁଅ କିମ୍ବା ଝିଅ ଭଲ ସ୍ଥାନରେ ପାଠ ପଢି ଭଲ ରେଜଲ୍ଟ କରି ପାସ୍ କରନ୍ତୁ । କିନ୍ତୁ ଏହି ଦିଗରେ ବେଳେବେଳେ ଉଭୟ ଛାତ୍ରଛାତ୍ରୀ ଏବଂ ବାପା ମା’ ମଧ୍ୟ ପିଲାର ଉଚ୍ଚଶିକ୍ଷା ପାଇଁ କେଉଁଠି ପାଠ ପଢାଇବେ ସେଥିପାଇଁ ଚିନ୍ତାରେ ଥାଆନ୍ତି । ତେବେ ଆଜିକାଲି ଏତେ ବିଷୟ ପାଠ୍ୟକ୍ରମରେ ଆସିଗଲାଣି ଯେ ପିଲାମାନେ କେଉଁଠି ପଢିବେ ତାହା ସଠିକ୍ ଭାବରେ ଜାଣିପାରନ୍ତି ନାହିଁ । ତେବେ ଆମେ ଆଜି ଆପଣଙ୍କ ଏହି ସମସ୍ୟାକୁ ଲାଘବ କରାଇବାରେ ସାହାର୍ଯ୍ୟ କରିବୁ ।* ସର୍ବପ୍ରଥମେ କଳା (ଆର୍ଟସ)ର ପାଠ୍ୟକ୍ରମ : କଳା ପାଠ୍ୟକ୍ରମ ପଢିବା ପାଇଁ ଭାରତର ବେଷ୍ଟ୍ କଲେଜ୍ ଗୁଡିକ ହେଲା ।

ସେଣ୍ଟ୍ ଷ୍ଟିଫନ୍ସ କଲେଜ୍,ଦିଲ୍ଲୀ
ଲେଡି ଶ୍ରୀରାମ କଲେଜ୍ ଫର ଓମ୍ୟାନ୍,ଦିଲ୍ଲୀ
ହିନ୍ଦୁ କଲେଜ,ଦିଲ୍ଲୀ
ମିରାଣ୍ଡା ହାଉସ୍,ଦିଲ୍ଲୀ
କିରୋଡୀ ମଲ କଲେଜ,ଦିଲ୍ଲୀ
ମାଡ୍ରାସ୍ କିଶନ୍ କଲେଜ,ଚେନ୍ନାଇ
ଡିପାର୍ଟମେଣ୍ଟ୍ ଅଫ୍ ହ୍ୟୁମାନିଟିଜ୍ ଆଣ୍ଡ୍ ସୋସିଆଲ୍ ସାଇନ୍ସ ,କ୍ରାଇଷ୍ଟ,ବାଙ୍ଗାଲୋର
ଲୋୟୋଲା କଲେଜ, ଚେନ୍ନାଇ
ହଂସରାଜ କଲେଜ,ଦିଲ୍ଲୀ
ସେଣ୍ଟ୍ ଜାଭିୟର କଲେଜ,ମୁମ୍ବାଇ

  • ଏବେ ଯେଉଁ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ପାଠ୍ୟକ୍ରମ ବିଷୟରେ ପଢିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ନିମ୍ନରେ ଭାରତର ଟପ୍ କଲେଜମାନଙ୍କର ଲିଷ୍ଟ୍ ଦିଆଯାଇଛି ।

ମିରାଣ୍ଡା ହାଉସ୍,ଦିଲ୍ଲୀ
ହିନ୍ଦୁ କଲେଜ,ଦିଲ୍ଲୀ
ସେଣ୍ଟ୍ ଷ୍ଟିଫନ୍ସ କଲେଜ୍,ଦିଲ୍ଲୀ
କିରୋଡୀ ମଲ କଲେଜ,ଦିଲ୍ଲୀ
ଲୋୟୋଲା କଲେଜ, ଚେନ୍ନାଇ
ମାଡ୍ରାସ୍ କିଶନ୍ କଲେଜ,ଚେନ୍ନାଇ
ହଂସରାଜ କଲେଜ,ଦିଲ୍ଲୀ
ଡିପାର୍ଟମେଣ୍ଟ୍ ଅଫ୍ ହ୍ୟୁମାନିଟିଜ୍ ଆଣ୍ଡ୍ ସୋସିଆଲ୍ ସାଇନ୍ସ ,କ୍ରାଇଷ୍ଟ,ବାଙ୍ଗାଲୋର
ଷ୍ଟେଲା ମାରିସ୍ କଲେଜ୍,ଚେନ୍ନାଇ
ବିମିନ୍ସ କ୍ରିଷ୍ଟିନ୍ କଲେଜ୍, ଚେନ୍ନାଇ

  • ବର୍ତ୍ତମାନ ଆସିବା ବାଣିଜ୍ୟ ପାଠ୍ୟକ୍ରମ ଉପରେ । ତେବେ ବାଣିଜ୍ୟ ପାଠ୍ୟକ୍ରମ ପଢିବା ପାଇଁ ଏ ସବୁ କଲେଜ୍ ଟପ୍ ଲେବଲରେ ଅଛି ।

ଶ୍ରୀରାମ କଲେଜ୍ ଅଫ୍ କମର୍ସ (ଏସଆରସିସି),ଦିଲ୍ଲୀ
ହିନ୍ଦୁ କଲେଜ,ଦିଲ୍ଲୀ
ଲେଡି ଶ୍ରୀରାମ କଲେଜ୍ ଫର ଓମ୍ୟାନ୍,ଦିଲ୍ଲୀ
ହଂସରାଜ କଲେଜ,ଦିଲ୍ଲୀ
ଡିପାର୍ଟମେଣ୍ଟ୍ ଅଫ୍ ହ୍ୟୁମାନିଟିଜ୍ ଆଣ୍ଡ୍ ସୋସିଆଲ୍ ସାଇନ୍ସ ,କ୍ରାଇଷ୍ଟ,ବାଙ୍ଗାଲୋର
ଲୋୟୋଲା କଲେଜ, ଚେନ୍ନାଇ
କିରୋଡୀ ମଲ କଲେଜ,ଦିଲ୍ଲୀ
ମାଡ୍ରାସ୍ କିଶନ୍ କଲେଜ,ଚେନ୍ନାଇ
ସେଣ୍ଟ୍ ଜୋସେଫ୍ କଲେଜ୍ ଅଫ୍ କମର୍ସ,ବାଙ୍ଗାଲୋର
ମିଠିବାଇ କଲେଜ୍,ମୁମ୍ବାଇ* ମେଡିକାଲ୍ ପାଠ୍ୟକ୍ରମ ପଢିବା ପାଇଁ ଆପଣଙ୍କୁ ଏହି ବେଷ୍ଟ୍ ତାଲିକାରେ ଆସିଥିବା କଲେଜକୁ ଯିବାକୁ ପଡିବ ।

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ମେଡିକାଲ୍ ସାଇଂସେଜ୍(ଏମସ୍),ଦିଲ୍ଲୀ
କ୍ରିଷ୍ଟନ୍ ମେଡିକାଲ୍ କଲେଜ୍ ଆଣ୍ଡ ହସପିଟାଲ୍(ସିଏମସି),ବେଲ୍ଲୋର
ଆର୍ମଡ ଫୋର୍ସେସ୍ ମେଡିକାଲ୍ କଲେଜ୍(ଏଏଫଏମସି),ପୁନେ
ମୋଲାନା ଆଜାଦ ମେଡିକାଲ୍ କଲେଜ୍ (ଏମଏଏମସି୦ ,ଦିଲ୍ଲୀ
ଜବାହାରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ୍ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ , ପଣ୍ଡିଚେରୀ
କିଙ୍ଗ୍ ଜର୍ଜ ମେଡିକାଲ୍ ୟୁନିଭର୍ସିଟି, ଲକ୍ଷେ୍ନø
ୟୁନିଭର୍ସିଟି କଲେଜ୍ ଅଫ୍ ମେଡିକାଲ୍ ସାଇଂସେଜ୍(ୟୁସିଏମସି),ଦିଲ୍ଲୀ
ଲେଡି ହାର୍ଡିଙ୍ଗ୍ ମେଡିକାଲ୍ କଲେଜ୍ ,ଦିଲ୍ଲୀ

  • ଇଞ୍ଜିନିୟରିଂ ପାଠ୍ୟକ୍ରମ ପଢିବା ପାଇଁ ଆପଣଙ୍କୁ ଏହି ବେଷ୍ଟ୍ ତାଲିକାରେ ଆସିଥିବା କଲେଜକୁ ଯିବାକୁ ପଡିବ ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି(ଆଇଆଇଟି),ଦିଲ୍ଲୀ
ଆଇଆଇଟି,ଖଡଗପୁର
ଆଇଆଇଟି,ମୁମ୍ବାଇ
ଆଇଆଇଟି,କାନପୁର
ଆଇଆଇଟି,ଋଡକୀ
ଆଇଆଇଟି,ଗୋଆହାଟି
ଆଇଆଇଟି,ଇନ୍ଦୋର
ଆଇଆଇଟି,ଭୁବନେଶ୍ୱର
ଦିଲ୍ଲୀ ଟେକ୍ନୋଲଜିକାଲ୍ ,ଦିଲ୍ଲୀ* ଯଦି ଆପଣ ଗଣମାଧ୍ୟମ କ୍ଷେତ୍ରରେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଚାହୁଁଛନ୍ତି ତେବେ ଏହି କଲେଜ୍ ଉପରେ ନଜର ପକାନ୍ତୁ ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍(ଆଇଆଇଏମସି), ନୂଆଦିଲ୍ଲୀ
ଏ ଜେ କେ ମାସ୍ କମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟର ଜାମିଆ ମିଲିଆ ଇସଲାମିଆ,ଦିଲ୍ଲୀ
ଡିପାର୍ଟମେଣ୍ଟ ଅଫ୍ କମ୍ୟୁନିକେସନ୍ , ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦ୍, ହାଇଦ୍ରାବାଦ୍
ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେସନ୍ , ମୁମ୍ବାଇ
ସ୍କୁଲ୍ ଅଫ୍ କମ୍ୟୁନିକେସନ୍, ମଣିପାଲ୍ ଆକାଡେମୀ ଅଫ୍ ହାୟର୍ ଏକ୍ସୁକେସନ୍ ,ଉଡ୍ଡପୀ
ଡିପାର୍ଟମେଣ୍ଟ ଅଫ୍ ମିଡିଆ ଷ୍ଟଡିଜ୍,କ୍ରାଇଷ୍ଟ,ବାଙ୍ଗାଲୋର
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜର୍ଣ୍ଣାଲିଜମ୍ ଆଣ୍ଡ୍ ନ୍ୟୁ ମିଡିଆ,ବାଙ୍ଗାଲୋର
ମନୋରମା ସ୍କୁଲ୍ ଅଫ୍ କମ୍ୟୁନିକେସନ୍,କୋଟ୍ଟୟମ୍
ତେବେ ଭାରତରେ ଏଭଳି ଅନେକ ବେଷ୍ଟ କଲେଜ୍ ରହିଛି ଛାତ୍ରଛାତ୍ରୀମାନଙ୍କ ସୁନେଲୀ ଭବିଷ୍ୟତ ଗଢିବା ପାଇଁ ।