ବ୍ରହ୍ମପୁର : ଘରେ ପଶି ନାବାଳିକାଙ୍କୁ ଦୃର୍ବତ୍ତଙ୍କ ଏସିଡ୍ ମାଡ

27

ବ୍ରହ୍ମପୁର : ବ୍ରହ୍ମପୁର ଗାଙ୍ଗପୁରରେ ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କୁ ଘରେ ପଶି ଏସିଡ ମାଡ କରିଛନ୍ତି ଦୁର୍ବୃତ୍ତ । ଏସିଡ ମାଡରେ ନାବାଳିକା ଗୁରୁତର ହୋଇପଡିଛନ୍ତି । ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଛି । ୬ ଜଣ ଦୃର୍ବତ୍ତ ଏହି ଏସିଡ ମାଡ କରିଥିବା ଜଣାପଡିଛି । ତେବେ କଣ ପାଇଁ ଦୃର୍ବତ୍ତ ମାନେ ନାବାଳିକାଙ୍କ ଉପରକୁ ଏସିଡ ମାଡ କରିଛନ୍ତି ତାହା ଜଣାପଡିନି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –