ଗୁଗୁଲ୍ ଫିଲ୍ମରେ ଓଡିଆ ଡ୍ୟାନ୍ସିଂ କପ୍ : ହସୁଛନ୍ତି ଟ୍ରାଫିକ୍ ପୋଷ୍ଟରେ କାନ୍ଦୁଛନ୍ତି ଘରେ. . .

23

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଚାକିରିରୁ ଛଟେଇ ହୋଇ ସନ୍ଦୀପ ହାତୀ ପ୍ରାଣ ହାରି ଦେଇଛନ୍ତି । ସେପଟେ ଏମିତି ଜଣେ ଗୃହରକ୍ଷୀ ଅଛନ୍ତି, ଯାହାଙ୍କ ବାବଦରେ ସାରା ଦେଶ କଣ, ସାରା ବିଶ୍ୱ ଚର୍ଚ୍ଚା କରିଛି। ଗୁଗୁଲର ଏକ ଫିଲ୍ମରେ ବି ସ୍ଥାନ ପାଇଛି ତାଙ୍କ ନିଆରା ଓ ନିଷ୍ଠାପର କର୍ତବ୍ୟର ଦୃଶ୍ୟ ।

ହୋମଗାର୍ଡ ବେଣୁଧର ସାହୁ । ଡ୍ୟାନ୍ସିଂ କପ୍ ହିସାବରେ ଖୁବ୍ ଜଣାଶୁଣା । ତାଙ୍କ ନିଷ୍ଠାପର କାର୍ଯ୍ୟଧାରା ପାଇଁ କମିଶନରେଟ୍ ପୋଲିସ ପୁରସ୍କୃତ କରିଛି , ହେଲେ ପୁରସ୍କାରରେ କଣ ଘରର ପେଟ ପୁରେ। ସନ୍ଦୀପଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ କନକ ନ୍ୟୁଜ୍ ଭେଟିଥିଲା ବେଣୁଧରଙ୍କୁ । ଦେଖନ୍ତୁ ଏହି ରିପୋର୍ଟ :