ବିବାହ ଉତ୍ସବ ନୁହେଁ ଏଠି ପାଳନ କରୁଛନ୍ତି ଛାଡପତ୍ର ଉତ୍ସବ । ଆଇସକ୍ରିମ ଖାଇ ଛାଡପତ୍ର ଉତ୍ସବ ପାଳନ କଲେ ଏହି ସେଲିବ୍ରିଟି

ଆଇସକ୍ରିମ ଖାଇ ଛାଡପତ୍ର ଉତ୍ସବ ପାଳନ କଲେ ଏହି ସେଲିବ୍ରିଟି

132

ହଲିଉଡ୍ ଅଭିନେତା ବେନ୍ ଏଫ୍ଲେକ୍(୫୬) ନିଜର ପୂର୍ବ ପତ୍ନୀ ଜେନିଫର୍ ଗାର୍ଣ୍ଣର(୪୬) ସହିତ ଔପଚାରିକ ରୂପେ ଅଲଗା ହେବା ପରେ ଆଇସକ୍ରିମ ଖାଉଥିବା ଅବସ୍ଥାରେ ଦେଖାଗଲେ । ରିପୋର୍ଟ ମୁତାବକ, ପୂର୍ବ ଦମ୍ପତି ଏଇଠି ନିଜର ୬ବର୍ଷର ପୁଅ ସାମୁଏଲ ସହିତ ଆଇସକ୍ରିମର ମଜା ନେଉଥିବା ନଜର ଆସିଥିଲେ ।  ଉଭୟ ଔପଚାରିକ ଭାବେ ଅଲଗା ହୋଇଛନ୍ତି ।

ଏକ ବ୍ୟକ୍ତିଗତ ନ୍ୟାୟାଧୀଶ ଦମ୍ପତିଙ୍କ ଛାଡପତ୍ର କାଗଜରେ ଉଭୟଙ୍କ ସହମତିରେ ହସ୍ତାକ୍ଷର କରିଥିଲେ, ଯାହାମକୁ ନଭେମ୍ବରର ଆରମ୍ଭରେ ଏଲୟ କାଉଣ୍ଟି ସୁପରିୟର୍ କୋର୍ଟଙ୍କ ନ୍ୟାୟାଧୀଶ ପାଖରେ ଦାଖଲ କରାଯାଇଥିଲା । ବେନ୍ ନିକଟରେ ହିଁ ମଦର ସେବନ ପାଇଁ ପୁନର୍ବାସ ଅବଧି ପୁରା କରିଛନ୍ତି ।