କେନ୍ଦୁଝର ବେଲବାହାଳିରେ ଅଭାବନୀୟ ଘଟଣା ! ଶୋଇଥିବାବେଳେ ଜଳିଗଲେ ଦମ୍ପତି

34

କେନ୍ଦୁଝର : ଆନନ୍ଦପୁର ବେଲବାହାଳିରେ ଅଭାବନୀୟ ଘଟଣା ଘଟିଛି । ଶୋଇଥିବାବେଳେ ପୋଡିଯାଇ ଦମ୍ପତିଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତ ଦମ୍ପତି ହେଲେ ସାହେବ ମାଝି ଓ ପୂର୍ଣ୍ଣିମା ମାଝି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-