ରିଲିଜ୍ ହୋଇଛି ରୋମାଣ୍ଟିକ୍ ମୁଭି ‘ବେଫିକ୍ରେ’ର ଟ୍ରେଲର୍ : ଫିଲ୍ମରେ ରହିଛି ରଣବୀର ଓ ବାଣୀଙ୍କ ଜବରଦସ୍ତ ଲଭ୍ ସିନ୍

1

ରିଲିଜ୍ ହୋଇଛି ରଣବୀର ସିଂ ଓ ବାଣୀ କପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ବେଫିକ୍ରେ’ର ଟ୍ରେଲର୍ । ଟ୍ରେଲରରେ ଦେଖିବାକୁ ମିଳିଛି ଉଭୟଙ୍କ ଜବରଦସ୍ତ ଲଭ୍ ସିନ୍ । ଆଦିତ୍ୟ ଚୋପ୍ରାଙ୍କ ନିର୍ଦେଶିତ ଏହି ଫିଲ୍ମରେ ରହିଛି ରୋମାନ୍ସର ଭରପୁର ତଡକା । ଯାହା ଯୁବ ପିଢିଙ୍କୁ ପସନ୍ଦ ଆସିବ । ଏହା ପୂର୍ବରୁ ଫିଲ୍ମର ଏକ ଗୀତ ରିଲିଜ୍ ହୋଇଥିଲା ଯେଉଁଥିରେ ଥିଲା ୨୫ଟି କିସିଂ ସିନ୍ । ୟଶ୍ ରାଜ୍ ଫିଲ୍ମସ ବ୍ୟାନରରେ ତିଆରି ଏହି ଫିଲ୍ମଟି ଡିସେମ୍ବର ୯ ରେ ଫ୍ଲୋରକୁ ଆସିବ  ।

ଏହା ସହ ଦେଖନ୍ତୁ ଚର୍ଚ୍ଚାରେ ଫିଲ୍ମ ‘ଇସ୍କ ଜୁନୁନ୍’ର ବୋଲ୍ଡ ସିନ୍ : ୫୩ ଲକ୍ଷ ଟପିଲା ଟ୍ରେଲରର ଦର୍ଶକଙ୍କ ସଂଖ୍ୟା

Comments are closed.