ଫିଲ୍ମ ‘ ବ୍ୟୁଟି ଏଣ୍ଡ ଦ ବିଷ୍ଟ ’ଟ୍ରେଲରର ରେକର୍ଡ

25

ଏମ୍ମା ୱାଟସନ ଅଭିନୀତ ଫିଲ୍ମ ‘ ବ୍ୟୁଟି ଏଣ୍ଡ ଦ ବିଷ୍ଟ ’ର ଟ୍ରେଲର ରିଲିଜର ୨୪ ଘଂଟା ଭିତରେ କରିଛି ରେକର୍ଡ । ସବୁଠୁ ଅଧିକଥର ଦେଖିବାର ରେକର୍ଡ କରିଛି ଏହି ଫିଲ୍ମ ।

ଡିଜିନର ସୂଚନା ଅନୁସାରେ , ଏହି ଟ୍ରେଲର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାରା ବିଶ୍ୱରେ ୧୨.୭୬ କୋଟି ଥର ଦେଖାଯାଇଛି । ଏହାପୂର୍ବରୁ ଏହି ରେକର୍ଡ ଫିଲ୍ମ ଫିଫ୍ଟି ରୋଡ୍ସ ଅଫ୍ ଗ୍ରେ ର ନାମରେ ଥିଲା । ଏହାକୁ ସାରା ବିଶ୍ୱରେ୧୧.୪ କୋଟି ଥର ଦେଖାଯାଇଥିଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ –