ରାତିଅଧିଆ ଇଲେକ୍ସନ ପ୍ରଚାର ବେଳେ ଧରା ପଡିଲେ ଅତିରିକ୍ତ ବିଡିଓ : ରାସନକାର୍ଡ ସର୍ଭେ ନାଁରେ ବୁଲୁଥିଲେ ଘରକୁ ଘର

34

କନକ ବ୍ୟୁରୋ : ରାତି ଅଧରେ ରାସନକାର୍ଡ ସର୍ଭେ । ଘରକୁ ଘର ବୁଲି ଅତିରିକ୍ତ ବିଡିଓ ଦେଉଛନ୍ତି ପ୍ରତିଶ୍ରୁତି । ଭୋଟ୍ ଦିଅ ରାସନକାର୍ଡ ନିଅ । ତାହା ପୁଣି ଆଶାୟୀ ସରପଂଚ ପ୍ରାର୍ଥୀଙ୍କ ସହ । ସରପଂଚଙ୍କ ସପକ୍ଷରେ ଭୋଟ୍ ମାଗିବା ନେଇ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଂଗ ବ୍ଲକ୍ ଅତିରିକ୍ତ ବିଡିଓଙ୍କ ନାଁରେ । ଆଉ ଏହା ଜାଣିବା ପରେ ରାତି ଅଧରେ ପ୍ରଶାସନିକ ଅଧିକାରୀଙ୍କୁ ଘେରିଛନ୍ତି ଗ୍ରାମବାସୀ ।

ଏହାସହ ଦେଖନ୍ତୁ ଏହି ଭିଡିଓ –