ରାଜଧାନୀ ଭୁବନେଶ୍ୱରରେ ଘନକୁହୁଡି : ଯାନବାହନ ଚଳାଚଳରେ ବାଧା

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀ ରାଜରାସ୍ତାରେ ଘନକୁହୁଡି । ଭୁବନେଶ୍ୱରରେ ଆଜି ସକାଳୁ ପ୍ରବଳ କୁହୁଡି ପଡିଛି । ୧୦ ମିଟର ଦୂରକୁ ରାସ୍ତା ଦେଖା ଯାଉନାହିଁ । ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜିଛି । କୁହୁଡି ଯୋଗୁଁ ରାସ୍ତାରେ ଗାଡିଗୁଡିକ ଲାଇଟ୍ ଦେଇ ଯା’ ଆସ କରୁଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :