ନୂଆବର୍ଷରେ ରାଜଧାନୀରେ ଅଘଟଣ : ଡୁମୁଡୁମା ଫେଜ୍-ଟୁ ରୁ ମିଳିଲା ମହିଳାଙ୍କ ମୃତଦେହ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନୂଆବର୍ଷରେ ଅଘଟଣ । ଭୁବନେଶ୍ୱର ଡୁମୁଡୁମାରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଆଜି ସକାଳେ ଫେଜ-ଟୁରେ ଏକ ଘର ଭିତରୁ ମହିଳାଙ୍କ ମୃତେଦହ ମିଳିଛି । ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଲିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ସ୍ୱାମୀ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ବାପଘର ଲୋକ । ଖଣ୍ଡଗିରି ଥାନା ପୁଲିସ ହତ୍ୟା ମାମଲା ରୁଜୁକରି ଛାନଭିନ୍ ଚଳାଇଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :