କଂଗ୍ରେସର ବନ୍ଦ ପାଳନ ନେଇ ଭୁବନେଶ୍ୱର ଡିସିପିଙ୍କ ସୂଚନା

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଂଗ୍ରେସର ବନ୍ଦ ପାଳନ ନେଇ ଡିସିପିଙ୍କ ସୂଚନା । ବନ୍ଦକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୂତୟନ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ସଜାଗ ଅଛନ୍ତି । ବନ୍ଦବେଳେ ୨୦୦ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଛି । ଡିସିପି କଣ କହିଛନ୍ତି ଦେଖିବା ଏହି ଭିଡିଓରେ :