ବର୍ଷାସୋନୀ– ରାଜଶ୍ରୀଙ୍କ ଯୌତୁକ ନିର୍ଯାତନା ମାମଲାକୁ ଖାରଜ କଲେ ହାଇକୋର୍ଟ

201

କନକ ବ୍ୟୁରୋ : ରଦ୍ଦ ହେଲା ବର୍ଷାସୋନିଙ୍କ ଯୌତୁକ ନିର୍ଯାତନା ମାମଲା । ବୁଝାମଣା ଭିତିରେ ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ବର୍ଷା-ରାଜାଶ୍ରୀଙ୍କ ପୁନର୍ମିଳନ ପରେ ମାମଲା ରଦ୍ଦ କରିବାକୁ ସତ୍ୟପାଠ ଦାଖଲ ହୋଇଥିଲା । ଆଜି ହାଇକୋର୍ଟ ମାମଲାକୁ ରଦ୍ଦ କରିଦେଇଛନ୍ତି । ଗତ ଜୁନ ମାସରେ ବର୍ଷାସୋନୀ-ରାଜାଶ୍ରୀ ବିବାଦରେ ପୂର୍ଣ୍ଣଛେଦ ପଡିଥିଲା । ଆପୋଷ ବୁଝାମଣା ସହ ପୁଣି ଏକାଠି ହେବାକୁ ଉଭୟ ନିଷ୍ପତି ନେଇଥିଲେ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ।