ବାରିପଦା : ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଦୁର୍ଘଟଣାରେ ୨ ମୃତ ଓ ୨୫ ଆହତ

25

କନକ ବ୍ୟୁରୋ : ବାରିପଦାରେ ଓଲଟିଲା ବରଯାତ୍ରୀ ଗାଡି । ଭାରସାମ୍ୟ ହରାଇ ବରଯାତ୍ରୀ ଗାଡିଟି ଓଲଟି ପଡିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ସଦର ଥାନା ଅନ୍ତର୍ଗତ ଶରତଚନ୍ଦ୍ରପୁରରେ ବିହାହ ଭୋଜି ଖାଇ ବଦସୁ ଗାଁକୁ ଫେରିବା ବେଳେ ପିକଅପ୍ ଭ୍ୟାନ ଓଲଟି ପଡିଛି ।